Version
IISER BERHAMPUR Logo
Leader in Me: Sankalp School, Raleigh: Prof. Ashok Kumar Ganguli was invited as a Chief Guest

Leader in Me: Sankalp School, Raleigh: Prof. Ashok Kumar Ganguli was invited as a Chief Guest

Leader in Me: Sankalp School, Raleigh


A course titled "Leader in me" has been launched in the Sankalp school yard in Raleigh on August 21, 2023. In this event, Professor Ashok Kumar Ganguli, Director of IISER Berhampur, joined as the chief guest and launched the book based on the said course. 

On this occasion the students presented the seven effective habits written by the famous American author "Stephen R Covey" through music and dance. To make students aware of these practices, the school teachers explained the importance of each practice. Renowned Educationist and Honorable Chief Guest Professor Ashok Kumar Ganguli emphasized on the importance of developing leadership skills and personal goals among the students. He invited some students on stage and gave a thought provoking dialogue about their personal goals. He encouraged the students towards continuous learning and also advised them to develop leadership skills. The entire program was guided by teacher Falguni Das.

 

ଆଜି ତା ୨୧/୮/୨୩ ରାଳବ , ବ୍ରହ୍ମପୁର ।

ରାଳଵସ୍ଥିତ ସଙ୍କଳ୍ପ ବିଦ୍ୟାଳୟ ପ୍ରାଙ୍ଗଣରେ "Leader in me" ଶୀର୍ଷକ ଏକ ପାଠ୍ୟକ୍ରମର ଉନ୍ମୋଚନ କରାଯାଇଛି ।ଏହି ଆୟୋଜନରେ ବ୍ରହ୍ମପୁର ଆଇଜରର ନିର୍ଦ୍ଦେଶକ ପ୍ରଫେସର ଅଶୋକ କୁମାର ଗାଙ୍ଗୁଲି ମୁଖ୍ୟ ଅତିଥି ରୂପେ ଯୋଗଦେଇ ଉକ୍ତ ପାଠ୍ୟକ୍ରମର ଆଧାରିତ ପୁସ୍ତକକୁ ଉନ୍ମୋଚନ କରିଥିଲେ । ଏହି ଅବସରରେ 

ପ୍ରସିଦ୍ଧ ଆମେରିକୀୟ ଲେଖକ "Stephen R Covey"ଙ୍କ ଦ୍ଵାରା ଲିଖିତ ସାତଟି ପ୍ରଭାବଶାଳୀ ଅଭ୍ୟାସକୁ ଛାତ୍ର ଛାତ୍ରୀମାନେ ସଙ୍ଗୀତ ଓ ନୃତ୍ୟ ମାଧ୍ୟମରେ ଉପସ୍ଥାପନା କରିଥିଲେ । ଛାତ୍ରଛାତ୍ରୀଙ୍କୁ  ଏହି ଅଭ୍ୟାସ ବିଷୟରେ ଅବଗତ କରାଇବା ପାଇଁ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀମାନେ ପ୍ରତ୍ୟେକ ଅଭ୍ୟାସର ମହତ୍ତ୍ୱକୁ ବର୍ଣ୍ଣନା କରିଥିଲେ । ପ୍ରଖ୍ୟାତ ଶିକ୍ଷାବିତ୍ ତଥା ସମ୍ମାନନୀୟ ମୁଖ୍ୟ ଅତିଥି ପ୍ରଫେସର ଅଶୋକ କୁମାର ଗାଙ୍ଗୁଲି ଛାତ୍ର ଛାତ୍ରୀଙ୍କ ମଧ୍ୟରେ ନେତୃତ୍ୱ ଦକ୍ଷତା ବୃଦ୍ଧି ଏବଂ ବ୍ୟକ୍ତିଗତ ଲକ୍ଷ୍ୟର ମହତ୍ଵ ଉପରେ ଗୁରୁତ୍ବ ଆରୋପ କରିଥିଲେ।ସେ କେତେକ ଛାତ୍ର ଛାତ୍ରୀଙ୍କୁ ମଞ୍ଚ ଉପରକୁ ନିମନ୍ତ୍ରଣ କରି ତାଙ୍କ ବ୍ୟକ୍ତିଗତ ଲକ୍ଷ୍ୟ ବିଷୟରେ ଏକ ଚିନ୍ତନକାରୀ ସଂଳାପ ଵ୍ୟକ୍ତ କରିଥିଲେ । ସେ ଛାତ୍ର ଛାତ୍ରୀଙ୍କୁ ନିରନ୍ତର ଶିକ୍ଷା ପ୍ରତି ଉତ୍ସାହିତ କରିବା ସହିତ ନେତୃତ୍ୱ ନେଵାର ଦକ୍ଷତାକୁ ବିକଶିତ କରିବାକୁ ଉପଦେଶ ଦେଇଥିଲେ । ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ଶିକ୍ଷୟିତ୍ରୀ ଫାଲଗୁନୀ ଦାସ ସୂଚାରୁରୂପେ ପରିଚାଳନା କରିଥିଲେ


Right to Information
Help
Terms of Use
Feedback
Copyright Policy
Privacy Policy
Disclamer